ମୋଦୀଜିଙ୍କ ମ୍ୟାଜିକ : ବିଜେଡି କୁ ଆଉ ଥରେ ମୌକା ଦେବାକୁ ଚାହୁଁ ନାହାନ୍ତି ଓଡ଼ିଶା ବାସୀ

୨୦୧୯ (2019) ରେ ଓଡିଶାରେ ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ହେବ । ଡେଲିହଣ୍ଟ (Dailyhunt) ଦ୍ୱାରା ଅନଲାଇନି ସର୍ଭେ କରାଯାଇଥିଲା ଯାହାର ନା ଥିଲାକି "ଟ୍ରଷ୍ଟ ଅଫ ଓଡିଶା" ("Trust of Odisha") ଯେଉଁଥିରେ କି ୫୦,୧୫୬ (50,156) ଜଣ ଲୋକ ଭାଗ ନେଇଥିଲେ ୫ (5) ଦିନ ମଧ୍ୟରେ (୧୫ ସେପ୍ଟେମ୍ବର ରୁ ୨୦ ସେପ୍ଟେମ୍ବର ୨୦୧୮)। ଡେଲିହଣ୍ଟ (Dailyhunt) ଦ୍ୱାରା କରାଯାଇଥିବା ସର୍ଭେ ରିପୋର୍ଟରୁ ଜଣାପଡିଲା ଯେ "ମୋଦୀଜିଙ୍କ ଚମତ୍କାର" ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପାଇଁ କଠିନ ସମୟ ଆଣିବ ଆସନ୍ତା ଇଲେକ୍ସନରେ।

Narendra Modi, Naveen Patnaik, Dharmendra Pradhan

ଅପୋଜିସନ ଦଳଙ୍କ ଜାତୀୟ ସ୍ତରରେ ମହାଗଠବନ୍ଧନ (Mahagatbandhan) ବିଜେପି ବିପକ୍ଷରେ ସହଜ ହେବ ନାହିଁ ବୋଲି ସର୍ଭେ ରିପୋର୍ଟରୁ ଜଣା ପଡ଼ିଛି। ସର୍ଭେ ରିପୋର୍ଟ ଅନୁଶାରେ କେବଳ ୩୫ ଭାଗ (35%) ଲୋକ ମହା ଗଠବନ୍ଧନ ସପକ୍ଷରେ ଅଛନ୍ତି ଅବସିଷ୍ଟ ୬୫ ଭାଗ (65%) ଲୋକ ଏହାର ବିପକ୍ଷରେ। ଡେଲିହଣ୍ଟ ଦ୍ୱାରା କରାଯାଇଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ ୬୧ ଭାଗ (61%) ଲୋକ "ମୋଦୀଜିଙ୍କ ମ୍ୟାଜିକ" ('Modi magic') ପାଇଁ ବିଜେଡି ହାରିଜୀବ ବୋଲି ଭୋଟ ଦେଇଛନ୍ତି କିନ୍ତୁ ଆଉ ୩୯ ଭାଗା ଲୋକ କହିଛନ୍ତି "ମୋଦୀଜିଙ୍କ ମ୍ୟାଜିକ" କାମକରିବ ନାହିଁ।

ଡେଲି ହଣ୍ଟ ଦ୍ୱାରା କରାଯାଇଥିବା ସର୍ଭେ ରିପୋର୍ଟରୁ ଜଣାପଡିଛିଯେ ଆସନ୍ତା ଇଲେକ୍ସନରେ ୬୨ ଭାଗ (62%) ଲୋକ ନବୀନ ପଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରୁ ହଟାଇବା ପାଇଁ ଚାହୁଁଛନ୍ତି ଆଉ ୩୮ ଭାଗ (38%) ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଚାହୁଁଛନ୍ତି।

ଆଉ ଗୋଟେ ସର୍ଭେରେ ପଚରା ଯାଇଥିଲା ଯେ, ବିଜେଡ଼ି ଗମେଣ୍ଟ ଆଉ ଥରେ ଆସିବକି : ୬୩ ଭାଗ (63%) ଲୋକ ନାକଚ କଲେ କହିଲେ ଅଲଗା ଗମେଣ୍ଟ ଆସିବ, କେବଳ ୩୭ ଭାଗ (37%) ଲୋକ କହିଲେଯେ ବିଜେଡ଼ି ଆସିବ।

ଅନ୍ୟ ଏକ ସର୍ଭେ ହୋଇଥିଲା କେତେଲୋକ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚାହୁଁଛନ୍ତି:

ପ୍ରଶ୍ନ ଥିଲା ନବୀନ ପଟନାୟକଙ୍କ ବିକଳ୍ପ କିଏ? ୫୬ ଭାଗ (56%) ଲୋକ ବିଜେପିର କେନ୍ଦ୍ର ୟୁନିଅନ ମନ୍ତ୍ରୀ ଆଉ ସିନିଅର ଲିଡର ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଲଟରନେଟିବେ ବୋଲି ଭୋଟ ଦେଇଥିଲେ। ପୂର୍ବ ରାଜ୍ୟ ସଭା ଏମପି ଜୟନ୍ତ ପଣ୍ଡାଙ୍କୁ ୨୩ ଭାଗ (23%) ଲୋକ ଭୋଟ ଦେଇଛନ୍ତି ଯିଏକି ବିଜେଡ଼ି ଛାଡିଦେଇଛନ୍ତି । ମାତ୍ର ୨୧ ଭାଗ ଲୋକ ଭୋଟ ଦେଇଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟନାୟକଙ୍କୁ ଆଲଟରନେଟିଭ ଭାବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+